କୋଲକାତା: ଶବ ଦାହ କରିବାକୁ ଯାଉଥିଲେ। ଘଟିଲା ଭୟଙ୍କର ଦୁର୍ଘଟଣା। ଚାଲିଗଲା ଜୀବନ। ଟ୍ରକ୍କୁ ପଛରୁ ପିଟିଲା ମିନି ଭ୍ୟାନ୍। ଘଟଣାସ୍ଥଳରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି। ୫ ଜଣ ଗୁରୁତର ହୋଇଛନ୍ତି। ଏଭଳି କିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ।
ସୂଚନା ମୁତାବକ, ଗତ ବିଳମ୍ବିତ ରାତିରେ ନଦିଆ ଜିଲ୍ଲାର ହଂସଖାଲି ଫୁଲବାଡିରେ ଏହି ଦୁର୍ଘଟଣା ଘଟିଛି। କୁହାଯାଇଛି ଯେ, ରାସ୍ତକାଡରେ ଠିଆ ହୋଇଥିବା ଏକ ଟ୍ରକ୍କୁ ପଛ ପଟୁ ମୃତଦେହ ନେଇ ଆସୁଥିବା ଏକ ମିନି ଭ୍ୟାନ୍ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
୨୪ ପରଗଣାର ବାଗଦାର ମୃତଦେହ ନେଇ ଆସୁଥିବା ଏହି ମିନି ଭ୍ୟାନ୍ରେ ଶ୍ମଶାନ ଆଡକୁ ଯାଉଥିଲା। ଏଥିରେ ମୋଟ ୨୦ ଜଣ ଲୋକ ଥିଲେ। ସ୍ଥାନୀୟ ପୁଲିସର କହିବା ମୁତାବକ, ଘନ କୁହୁଡି ଏବଂ ଦ୍ରୁତ ଗତି ଯୋଗୁଁ ଏହି ଦୁର୍ଘଟଣା ହୋଇଛି। ନଦିଆ ଥାନା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
Fantastic perspective! I found myself nodding along. For additional info, click here: LEARN MORE. What’s everyone’s take?
You really make it seem really easy with your presentation however I to find this topic to be really
something that I believe I might never understand.
It kind of feels too complex and extremely vast for me.
I am taking a look ahead for your next post, I’ll attempt to get the grasp of it!
Escape room
You have remarked very interesting details! ps nice web site.!
Very interesting topic, thanks for putting up.
Travel guide
Aw, this was an incredibly good post. Spending some time and actual effort to create a good article… but what can I say… I hesitate a whole lot and never manage to get anything done.
This is a topic that is near to my heart… Take care! Where can I find the contact details for questions?
Hello! I simply would like to give you a big thumbs up for your excellent information you have got here on this post. I will be returning to your website for more soon.
Pretty! This was a really wonderful article. Thank you for supplying these details.
Pretty! This has been an extremely wonderful post. Many thanks for supplying these details.
Wonderful post! We will be linking to this particularly great post on our site. Keep up the great writing.
I used to be able to find good info from your blog articles.