କଣ୍ଟେନମେଣ୍ଟ ଜୋନରେ ଥିବା ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରୁ ବାହାରକୁ ଯିବାକୁ ଅନୁମତି କିଏ ଦେଲା?

16 11

ଢେଙ୍କାନାଳ: ସାରା ଦେଶରେ କରୋନାର ନୂଆ ଭାରିଆଣ୍ଟ ଚିନ୍ତା ବଢାଇଛି । ସଙ୍ଗରୋଧ ସହିତ କରୋନା ନିୟମକୁ କଡାକଡି କରାଯାଇଛି । ଏପରି କରି ସରକାର କରୋନା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଅନ୍ୟପଟେ ସରକାରଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରୁଥିବା ପୁଲିସ ବିଭାଗ ଏହାକୁ ହେୟ ଜ୍ଞାନ କରୁଥିବା ଅଭିଯୋଗ ହୋଇଛି । ଢେଙ୍କାନାଳ ଜିଲ୍ଲାରେ କରୋନା ବିସ୍ଫୋରଣ ହୋଇଥିବା ସାଇକୃପା କଲେଜର ମାଲିକ ଏବଂ ଅଧ୍ୟକ୍ଷଙ୍କ ବିରୋଧରେ ପୁଲିସ ନିୟମ ଉଲ୍ଲଂଘନ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଚୁପ୍ ବସିଛି । କୋଭିଡ୍ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ତିନି ଦିନ ହେବ ଉଭୟଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଛି । ହେଲେ ପୁଲିସ ଏମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନେଉଥିବା ଅଭିଯୋଗ ହୋଇଛି।

ସହରର କୁଞ୍ଜକାନ୍ତରେ ରହିଛି ଏହି ସାଇକୃପା ଆବାସିକ ମହାବିଦ୍ୟାଳୟ । ତିନି ଦିନରେ ୫୬ ଜଣ ଛାତ୍ରଛାତ୍ରୀ କରୋନା ପଜେଟିଭ୍ ବାହାରିଛନ୍ତି। ହେଲେ ସାଇକୃପା କଲେଜର କର୍ତ୍ତୃପକ୍ଷ ଜିଲ୍ଲା ପ୍ରଶାସନକୁ ନଜଣାଇ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ହଷ୍ଟେଲରୁ ଛାଡିଦେଇଥିବା ଜଣାପଡିଛି । ଯେହେତୁ ସଂପୃକ୍ତ କଲେଜକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ହଷ୍ଟେଲ ଭିତରକୁ କିମ୍ବା ବାହାରକୁ କେହି ଯିବା ଆସିବା କରିପାରିବେ ନାହିଁ । ହେଲେ ଜିଲ୍ଲା ପ୍ରଶାସନର ଏହି ନିୟମକୁ କଲେଜ କତ୍ତୃପକ୍ଷ ଅବମାନନା କରିଥିବା ଅଭିଯୋଗ ହୋଇଛି।

ପ୍ରଥମେ ଜିଲ୍ଲା ପ୍ରଶାସନକୁ  ଖୋଲାଖୋଲି ଚ୍ୟାଲେଞ୍ଜ ପରେ  ଟାଉନ ଥାନା ପୋଲିସକୁ ଚ୍ୟାଲେଞ୍ଜ ଦେଇଛନ୍ତି ସାଇକୃପା କଲେଜର କର୍ତ୍ତୃପକ୍ଷ। କାହା ବଳରେ ବଳିୟାନ ସାଇକୃପା କଲେଜର କର୍ତ୍ତୃପକ୍ଷ?  ଟାଉନ ଥାନାରେ ମାମଲା ରୁଜୁ ହେବାର  ୩ ଦିନରୁ ଅଧିକ ଦିନ  ହେଲାଣି କିନ୍ତୁ କର୍ତ୍ତୃପକ୍ଷଙ୍କ ପାଖରେ ପହଞ୍ଚି ପାରୁନି ଟାଉନ ଥାନା ପୋଲିସ। ସବୁଠାରୁ ବଡ କଥା ହେଲା ଟାଉନ ଥାନା ଠାରୁ କଲେଜ ଓ କଲେଜର ମାଲିକଙ୍କ ଘର  ନିକଟର ହୋଇଥିଲେ ବି କିପରି ଭାବରେ ଟାଉନ ଥାନା ପୋଲିସ ପହଞ୍ଚି ପାରୁନି ଓ ଗିରଫ କରିପାରୁନି ସାଧାରଣ ଚର୍ଚ୍ଚା ଜୋର  ଧରିଛି।

କାହା ଚାପରେ ଚେପା ଟାଉନ ଥାନା ପୋଲିସ କଣ ପାଇଁ ଗିରଫ କରି ପାରୁନି ଟାଉନ ଥାନା ପୋଲିସ? କେବେ ଗିରଫ କରୁଛି  କଲେଜର ମାଲିକ ଅନ୍ନଦା ମହାନ୍ତି ଓ କଲେଜର ଅଧ୍ୟକ୍ଷ ଦେଖିବାକୁ ବାକି ରହିଲା।

16 Comments
  1. jasa pembuatan company profile says

    Hi there just wanted to give you a brief heads up and let you know
    a few of the pictures aren’t loading properly.
    I’m not sure why but I think its a linking issue. I’ve tried
    it in two different browsers and both show the same outcome.

    Look into my web-site :: jasa pembuatan company profile

  2. buy gabapentin says

    Hey terrific website! Does running a blog like this take a great deal
    of work? I have no expertise in computer programming but I
    had been hoping to start my own blog in the near future.
    Anyway, if you have any ideas or tips for new blog
    owners please share. I know this is off subject nevertheless I just wanted to ask.
    Thank you!

  3. 英語 掲示板 says

    一族特有の飛行能力を過信したため、特訓を積んだV3の前に敗北を重ねてしまう。知能はあまり高くないようで、「キヒヒ」としか話せない。出雲大社復興を呼びかけていたが伊佐那海とは全く面識が無く、その正体は単なる詐欺師で、「出雲阿国」の名すら偽り(本物の阿国は別にいる)であることが判明した。 また、迷子や逆走の描写が無く、コミカルな要素が薄い。植物生態写真家埴沙萠。少女雑貨専門TV エクボ堂 – 資生堂エクボ(現在は消滅)が提供。

  4. 投資 配当 金 says

    同年9月、武田家臣となっていた真田幸綱(幸隆)が砥石城の攻略を命じられ、天文20年(1551年)5月に陥落させる。天文22年(1553年)に晴信は砥石城の改修を命じ、幸綱は小山田虎満とともに城普請を行っている。真田幸村の幼名。村上義清は同年3月に本拠である葛尾城(長野県坂城町)も放棄すると、越後国の長尾景虎(上杉謙信)を頼り亡命した。小県郡へ出兵し、諏訪頼重は武田・

  5. 消えた希望(1/3ページ) 産経ニュース (2016年12月25日) 2020年12月26日閲覧。 12月9日 – ラ・ 「バス特」取扱事業者を参照)。軍需企業の生産ラインにさえ割り込み不良品を乱発させる程の腕を持つ。日産、日本石油(現在:ENEOS)の3社提供となるが、1966年頃から1974年までは再び日立・ しかし、現在と比べると強烈な性格は成りを潜め、母の美智恵譲りの落ち着いた雰囲気や柔和な表情をするようになった。

  6. 岡村眞, 2011, 岡村委員提出資料 (PDF) , 東北地方太平洋沖地震を教訓とした地震・岡村眞ほか, 2015, 紀伊半島東岸の芦浜池と座佐池における堆積物からみた津波履歴 (PDF)
    、日本地球惑星科学連合2015年大会講演要旨、MIS25-P07.

  7. 明日の天気郡山 says

    の2022年12月10日のツイート、2022年12月14日閲覧。 の2022年9月11日のツイート、2022年9月11日閲覧。 の2023年2月6日のツイート、2023年2月7日閲覧。 の2023年5月21日のツイート、2023年11月24日閲覧。 25の2022年9月12日のツイート、2022年9月14日閲覧。 0630の2022年10月30日のツイート、2022年11月13日閲覧。
    ぜくう『ギャラクシアン創世記 -澤野和則 伝-』ゲー夢エリア51、2017年11月12日、21頁。 “44話:創世VI:ネオン、かがやく”.
    “みなみ”. 仮面ライダー図鑑.

  8. 机 熟語読み方 says

    “7月全世帯の消費支出は前年比+0.1%、6カ月ぶり増加=総務省”.入会は2014年9月20日のポイントカード配布開始に併せて先行実施し、実際の楽天ポイント付加等の本サービスは10月1日以降となっていた。 でも、実際にこんな声が過去にもあったのは事実です。最初の契約は1995年1月12日からの15年間で(2006年2月期有価証券報告書p.22)、2010年1月に満了した際には2年間の延長(2010年2月期有価証券報告書p.24)、この延長契約が2012年1月に満了した際には1年間の延長としていた(2012年2月期有価証券報告書p.23)。

  9. Vern says

    Excellent post. Keep posting such kind of info on your page.
    Im really impressed by your site.
    Hey there, You have performed an incredible job.
    I’ll definiutely digg it and in my opinion recommend to my friends.

    I am confident they’ll be benefited from this website.

    Visit my webpage; Vern

  10. ゾクガミ 漫画 says

    第二百五条の五 国、協会及び健康保険組合並びに保険医療機関等その他の関係者は、電子資格確認の仕組みの導入その他手続における情報通信の技術の利用の推進により、医療保険各法等(高齢者の医療の確保に関する法律第七条第一項に規定する医療保険各法及び高齢者の医療の確保に関する法律をいう。

  11. gabapentin 800mg (120 pills) says

    Just want to say your article is as astonishing. The clarity
    in your post is just cool and i can assume you’re an expert on this subject.

    Fine with your permission let me to grab your RSS feed to keep up
    to date with forthcoming post. Thanks a million and please continue
    the gratifying work.

  12. “. Kaiser Family Foundation (2009年5月1日). 2012年1月9日閲覧。 “「通常郵便貯金」と「通常貯蓄貯金」は、平成19年10月1日をもってゆうちょ銀行に承継され、それぞれゆうちょ銀行の「通常貯金」「通常貯蓄貯金」となりました。早川幸子 (2013年10月3日).
    “アメリカの自己破産の6割は医療費が原因… 1953年(昭和28年)9月、富士重工業はビーチ・州務長官は選挙を管理する役人であり、自動車など多くの認可業務を担当し、その全ては下部組織を通じて行われている。

  13. ssyoutube video downloader says

    KeepVid bao gồm các tài nguyên giáo dục như
    Lynda, một số nguồn tin tức như ABC và NBC, và nhiều trang web giải trí nổi tiếng như Ebaumsworld và Break.

  14. Warblealp says

    SERM is referred to as Selective Estrogen Receptor Modulator, used to control estrogen priligy dapoxetina 30mg nos eua

  15. Ummy.Net says

    Tidak hanya mengunduh video, TubeMate juga memiliki fitur yang
    bisa mengubah video jadi MP3.

Leave A Reply

Your email address will not be published.