ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରକାରୀସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସୋମବାରଠୁ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ସଦସ୍ୟ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ ଆଶାୟୀମାନେ ଆବଶ୍ୟକୀୟ କାଗଜ ପତ୍ର ଯୋଗାଡ଼ କରିବାରେ ଧନ୍ଧିପାନ୍ଧି ହେଉଛନ୍ତି । ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ସଦସ୍ୟମାନେ ପ୍ରାର୍ଥୀତ୍ୱ ସଂପର୍କରେ ନାମାଙ୍କନପତ୍ର ସହ ସତ୍ୟପାଠ ଦାଖଲ କରିବାର ପ୍ରାବଧାନ ଥିବାବେଳେ ୱାର୍ଡ ମେମ୍ବର ପ୍ରାର୍ଥୀମାନେ ବ୍ୟକ୍ତିଗତ ଘୋଷଣାପତ୍ର ଦାଖଲ କରିବେ ।
ପ୍ରାର୍ଥୀମାନଙ୍କର ସର୍ବନିମ୍ନ ବୟସ ସୀମା ୨୧ବର୍ଷ ରଖାଯାଇଛି । ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଦାଖଲ ସମୟରେ ନିଜର ଭୋଟ୍ କାର୍ଡ ଜେରକ୍ସ ସହ ପ୍ରସ୍ତାବକ ଏବଂ ସମର୍ଥକଙ୍କର ଭୋଟରକାର୍ଡ ଦାଖଲ କରିବେ । ନାମାଙ୍କନ ପତ୍ରରେ ପ୍ରାର୍ଥୀଙ୍କର ଭୋଟର ତାଲିକାରେ ଥିବା କ୍ରମିକ ସଂଖ୍ୟା ଏବଂ କେଉଁ ୱାର୍ଡରେ ତାଙ୍କ ନାମ ରହିଛି, ତାହା ଉଲ୍ଲେଖ କରିବା ନିହାତି ଆବଶ୍ୟକ । ସେହିଭଳି ପ୍ରସ୍ତାବକ ଏବଂ ସମର୍ଥକଙ୍କର ୨୦୨୨ ଗ୍ରାମପଂଚାୟତ ଭୋଟର ତାଲିକାରେ ନାମ ରହିଥିବା ନିହାତି ଆବଶ୍ୟକ । ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ପ୍ରାର୍ଥୀମାନେ ନିଜ ନିଜର ଜାତି ପ୍ରମାଣପତ୍ର ନାମାଙ୍କନପତ୍ର ସହ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି ।
ପ୍ରାର୍ଥୀମାନେ ନିଜ ନିଜର ଆଧାର କାର୍ଡ କପି ସହ ଦୁଇଟି ରଙ୍ଗିନ୍ ପାସପୋର୍ଟ ସାଇଜ୍ ଫଟୋ, ବ୍ୟାଙ୍କ ଜମାଖାତାର ପ୍ରଥମ ପୃଷ୍ଠାର ଜେରକ୍ସ କପି ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ରହିଛି ।
୧୭ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ ମାନେ ନାମାଙ୍କପତ୍ର ଦାଖଲ କରିବେ । ୨୫ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ଏବଂ ୨୭ ତାରିଖ ରେ ଚୁଡାନ୍ତ ପ୍ରାର୍ଥୀ ତାଲିକା ନିର୍ବାଚନ ଅଧିକାରୀ ମାନେ ଘୋଷଣା କରିବେ । କେବଳ ଜିଲ୍ଲା ପରିଷଦ ଆସନ ପାଇଁ ଦଳୀୟ ପ୍ରାର୍ଥୀ ଓ ସ୍ୱାଧିନ ପ୍ରାର୍ଥୀ ଲଢିବେ । ଅନ୍ୟ ସବୁ ନିର୍ଦ୍ଦଳୀୟ ନିର୍ବାଚନ ହେବ ।
ସରପଂଚ ଓ ସମିତି ସଭ୍ୟ ପ୍ରାର୍ଥୀମାନେ ଅଣସଂରକ୍ଷିତ ଆସନ ପାଇଁ ୧୦୦ଟଙ୍କା ଅମାନତ ରାଶି ଜମା କରିବେ ଏବଂ ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀମାନେ ୫୦ଟଙ୍କାର ଅମାନତ ରାଶି ଜମାକରିବାର ନିର୍ଦ୍ଦେଶ ରହିଛି । ସେହିପରି ୱାର୍ଡ ମେମ୍ବର ପ୍ରାର୍ଥୀମାନେ ଅଣସଂରକ୍ଷିତ ପାଇଁ ୫୦ଟଙ୍କା ଏବଂ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ପାଇଁ ୨୫ଟଙ୍କା ଅମାନତ ରାଶି ଜମା କରିବେ । ଜିଲାପରିଷଦର ପ୍ରାର୍ଥୀ ମାନେ ଅଣସଂରକ୍ଷିତ ଆସନ ପାଇଁ ୨୦୦ ଟଙ୍କା ଏବଂ ଅନୁସୂଚିତ ଜାତି ଏବଂ ଜନଜାତିର ପ୍ରାର୍ଥୀ ମାନେ ୧୦୦ ଟଙ୍କା ଅମାନତ ରାଶି ଜମା କରିବେ । ପ୍ରାର୍ଥୀମାନେ ପଂଚାୟତରୁ ନେଣଦେଣ ସମ୍ପର୍କିତ ନୋ ଡ୍ୟୁଜ୍ କ୍ଲିୟରାନ୍ସ ଆଫିଡେଭିଟ ଦାଖଲ କରିବେ ।
ଏଥିସହିତ ପ୍ରାଥମିକ କୃଷି ସମବାୟ ସମିତିରେ ଖିଲାପି ନଥିବା ନୋ ଡ୍ୟୁଜ୍ ସାର୍ଟିଫିକେଟ ପ୍ରଦାନ କରିବାକୁ କୁହାଯାଇଛି । ପ୍ରାର୍ଥୀମାନେ ପ୍ରଥମଶ୍ରେଣୀ ମାଜିଷ୍ଟ୍ରେଟ, ନୋଟାରୀ ପବ୍ଲିକ ଏବଂ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କ ନିକଟରେ ୮ପୃଷ୍ଠା ସମ୍ବଳିତ ସତ୍ୟପାଠ କରାଇ ନାମାଙ୍କନ ପତ୍ର ସହ ଦାଖଲ କରିବେ । ସତ୍ୟପାଠରେ ଦୁଇଜଣ ସାକ୍ଷୀ ସହ ଦୁଇ ସନ୍ତାନରୁ ଅଧିକ ନଥିବା ଏବଂ ଜଣେ ପତି କିମ୍ବା ପତ୍ନୀ ଥିବା ଦର୍ଶାଇବାକୁ କୁହାଯାଇଛି । ଏଥିସହିତ ସତ୍ୟପାଠରେ ପ୍ରାର୍ଥୀ ଓଡ଼ିଆରେ ଲେଖି ପଢ଼ି ପାରୁଥିବା ଦର୍ଶାଇବେ । ଯଦି ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଏବଂ ବାସସ୍ଥାନ ସମ୍ପର୍କୀତ ପ୍ରମାଣପତ୍ର ବାବଦରେ ଯଦି କେହି ଚ୍ୟାଲେଞ୍ଜ କରନ୍ତି, ତେବେ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଓ ବାସସ୍ଥାନ ପ୍ରମାଣପତ୍ର ଦାଖଲ କରିବାକୁ ହେବ ।
ପ୍ରାର୍ଥୀମାନେ ସତ୍ୟପାଠରେ ପୂର୍ବରୁ କୌଣସି ମୋକଦ୍ଦମାରେ ଦଣ୍ଡିତ ହୋଇଥିଲେ ତା’ର ବିବରଣୀ ପ୍ରଦାନ କରିବେ । ଦଣ୍ଡ ବିଧାନର ଅବଧି ଓ ଦଣ୍ଡ ବିରୋଧରେ ଅପିଲ୍ ବା ରିଭିଜନ ସଂପର୍କିତ ତଥ୍ୟ ପ୍ରଦାନ କରିବେ । ମୋକଦ୍ଦମାରେ ଯଦି ଅଦାଲତଙ୍କ ଦ୍ୱାରା ଖଲାସ ବା ନିଦେ୍ର୍ଦାଷ ସାବ୍ୟସ୍ତ ହୋଇଛନ୍ତି, ତା’ର ବିବରଣୀ ପ୍ରଦାନ କରିବେ ଏବଂ ଅଦାଲତରେ ଚାଲୁଥିବା ମୋକଦ୍ଦମା ସଂପର୍କରେ ତଥ୍ୟ ପ୍ରଦାନ କରିବେ । ପ୍ରାର୍ଥୀମାନଙ୍କର ସମ୍ପତି ତାଲିକା ଦେବାପାଇଁ ଏଥିରେ କୁହାଯାଇଛି ।
ନିଜର ଏବଂ ପରିବାର ସଦସ୍ୟଙ୍କର ଚାଷ ଜମି ସମ୍ପର୍କିତ ସବିଶେଷ ବିବରଣୀ ପ୍ରଦାନ କରିବେ ଏଥିସହିତ ସହରାଂଚଳରେ ଥିବା ଚାଷ ଜମି ଏବଂ ଘର ଉପଯୋଗୀ ଜମିର ତଥ୍ୟ ପ୍ରଦାନ କରିବେ । ପ୍ରାର୍ଥୀଙ୍କର ଯାନ ବାହାନ ଯଥା, କାର, ଜିପ୍, ଟ୍ରକ ଓ ବସ୍ ଆଦିର ତଥ୍ୟ ଦେବା ସହିତ ବର୍ତମାନର ବଜାର ଦର କ’ଣ ରହିଛି, ସତ୍ୟପାଠରେ ଦର୍ଶାଇବାକୁ କୁହାଯାଇଛି ।
ସୁନା, ରୂପା ଆଦି ଅଳଙ୍କାର ଓ ତା’ର ମୂଲ୍ୟ ଆଫିଡେଭିଟରେ ଦର୍ଶାଇବେ । ବ୍ୟାଙ୍କରେ ଥିବା ଗଛିତ ଜମାରାଶି ସଂପର୍କରେ ମଧ୍ୟ ବିବରଣୀ ସତ୍ୟପାଠରେ ଦାଖଲ କରିବେ । ସରକାରଙ୍କୁ ପ୍ରଦାନ କରୁଥିବା ବିଭିନ୍ନ ଟିକସ ତଥ୍ୟ ପ୍ରଦାନ କରିବାକୁ ସତ୍ୟପାଠରେ କୁହାଯାଇଛି ।
Selain memberikan fasilitas gratis untuk mengunduh video, kamu juga
bisa memilih format lain, yaitu MP4 dan MP3.
I believe what you posted made a lot of sense. But, what about this?
suppose you added a little content? I am not suggesting your content is
not solid., but suppose you added a title that makes people want more?
I mean ପଞ୍ଚାୟତ ପଲିଟିକ୍ସ : ପ୍ରାର୍ଥପତ୍ର ଦାଖଲ ପୂର୍ବରୁ କଣ କରିବେ ଜାଣନ୍ତୁ – OdishaDaily is a little vanilla.
You ought to look at Yahoo’s front page and see how
they write post titles to grab viewers to open the links.
You might add a related video or a related pic or two to grab readers excited about what you’ve got to say.
In my opinion, it could make your blog a little bit more interesting.!
Hi there! Do you know if they make any plugins to assist with SEO?
I’m trying to get my blog to rank for some targeted keywords but I’m not
seeing very good gains. If you know of any please share.
Kudos! You can read similar art here: Eco blankets
Hello! Do you know if they make any plugins to
help with SEO? I’m trying to get my website to rank for some targeted keywords
but I’m not seeing very good success. If you know of any please share.
Thank you! You can read similar art here: Blankets
From July to October there are downpours.
sugar defender reviews Incorporating Sugar Defender right into my daily routine general
wellness. As someone that focuses on healthy and
balanced eating, I appreciate the additional defense this supplement gives.
Since starting to take it, I’ve discovered a marked enhancement
in my power degrees and a significant reduction in my need for unhealthy
treats such a such an extensive influence on my life. Sugar defender
sugar defender official website For many years, I’ve battled uncertain blood glucose
swings that left me really feeling drained pipes and
lethargic. But since incorporating Sugar Protector
into my regular, I have actually seen a considerable renovation in my general energy and security.
The feared mid-day thing of the past, and I appreciate that this natural remedy accomplishes these
outcomes without any unpleasant or unfavorable reactions.
truthfully been a transformative discovery for me.
sugar defender For many years,
I’ve fought unforeseeable blood sugar swings that left me feeling drained pipes and lethargic.
However because integrating Sugar my energy levels are currently stable and regular, and I no longer strike a wall in the mid-days.
I appreciate that it’s a mild, natural approach that doesn’t included any unpleasant negative effects.
It’s genuinely changed my life. sugar defender ingredients
sugar defender
Including Sugar Defender into my day-to-day
regimen total wellness. As somebody that prioritizes healthy and balanced eating, I appreciate the added protection this supplement supplies.
Since starting to take it, I have actually observed a significant improvement in my power
levels and a considerable decrease in my desire for unhealthy
snacks such a such a profound influence on my day-to-day live.
sugar defender reviews
sugar defender ingredients
Finding Sugar Defender has been a game-changer for me, as I have actually constantly
been vigilant concerning handling my blood glucose degrees.
I currently feel equipped and confident in my ability to maintain healthy and balanced
degrees, and my most recent health checks have reflected this progression. Having
a reliable supplement to match my a substantial resource of convenience,
and I’m genuinely appreciative for the significant difference Sugar
Protector has made in my overall health. sugar defender