ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ କରୋନାମୁକ୍ତ ହୋଇଛନ୍ତି। ସେ ସୁସ୍ଥ ହୋଇଯାଇଥିବାରୁ ତାଙ୍କୁ ଆଜି ଏସିଆନ ଇନଷ୍ଟିଚୁ୍ୟଟ୍ ଅଫ୍ ଗ୍ୟାଷ୍ଟ୍ରୋଏଣ୍ଟୋରୋଲୋଜି ହସ୍ପିଟାଲରୁ ଡିସଚାର୍ଜ କରାଯିବ ବୋଲି ରାଜ୍ୟପାଳଙ୍କ ସ୍ୱତନ୍ତ୍ର ମୁଖ୍ୟ ଶାସନ ସଚିବ ଆର.ପି ସିସୋଦିଆ ସୂଚନା ଦେଇଛନ୍ତି । ସାମାନ୍ୟ କୋଭିଡ ଲକ୍ଷଣ ଏବଂ ଅସୁସ୍ଥତା କାରଣରୁ ନଭେମ୍ବର ୧୫ରେ ଶ୍ରୀ ହରିଚନ୍ଦନଙ୍କୁ ସ୍ୱତନ୍ତ୍ର ବିମାନରେ ହାଇଦ୍ରାବାଦ ଅଣାଯାଇ ଏଆଇଜି ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଦ୍ୱାରା ତାଙ୍କର ଚିକିତ୍ସା କରାଯିବା ପରେ ସେ ଏବେ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ମଙ୍ଗଳବାର ଶ୍ରୀ ହରିଚନ୍ଦନ ବେଗମପେଟ୍ ବିମାନବନ୍ଦରରୁ ବିଜୟୱାଡା ଆସିବେ । ଅପରାହ୍ନ ସୁଦ୍ଧା ରାଜଭବନରେ ପହଞ୍ଚିବେ ବୋଲି ଆନ୍ଧ୍ରପ୍ରଦେଶ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।
I like this blog it’s a master piece! Glad I discovered this ohttps://69v.topn google.Blog monetyze
I don’t think the title of your article matches the content lol. Just kidding, mainly because I had some doubts after reading the article.
Hi there very cool site!! Man .. Excellent .. Wonderful .. I’ll bookmark your web site and take the feeds additionally…I am happy to find a lot of helpful info right here within the put up, we’d like work out extra techniques on this regard, thank you for sharing. . . . . .