ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହେବା ପରେ ଏହା ବିଶ୍ୱ କମୋଡିଟି ବଜାରକୁ ଚହଲାଇ ଦେଇଛି । ସେୟାର ବଜାରରୁ ଆରମ୍ଭ କରି କମୋଡିଟି ବଜାର ପର୍ଯ୍ୟନ୍ତ ସବୁକିଛି ନିମ୍ନମୁଖୀ। ବିଶ୍ଳେଷକଙ୍କ କହିବାନୁସାରେ, ଯଦି କରୋନାର ନୂଆ ଭାରିଆଣ୍ଟ ଯୋଗୁଁ ବିଶ୍ୱ ତୈଳ ଚାହିଦା ଖସେ ଏହାକୁ ସମ୍ଭାଳିବା କଷ୍ଟକର ହେବ । ଆଶଙ୍କା ମଧ୍ୟରେ ଶୁକ୍ରବାର ବ୍ରେଣ୍ଟ କ୍ରୁଡ ଦଳ ୧୧.୫୫% ଖସି ଯାଇଛି । ଏପି୍ରଲ ୨୦୨୦ରୁ ଏହା ସର୍ବୋଚ୍ଚ ଦୈନିକ ହ୍ରାସ । ବ୍ୟାରେଲ ପିଛା ବ୍ରେଣ୍ଟ କ୍ରୁଡ ଦର ୯.୫୦ ଡଲାର ହ୍ରାସ ପାଇ ୭୨.୭୨ ଡଲାରକୁ ଖସି ଆସିଛି । ସେହିଭଳି ଆମେରିକୀୟ ବେଞ୍ଚମାର୍କ ଡବ୍ଲୁ୍ୟଟିଆଇ କ୍ରୁଡ ବ୍ୟାରେଲ ପିଛା ୧୦.୨୪ ଡଲାର ଅର୍ଥାତ ୧୩.୦୬% ହ୍ରାସ ପାଇ ୬୮.୧୫ ଡଲାର ହୋଇଯାଇଛି । କିନ୍ତୁ ଏହାର କୌଣସି ପ୍ରଭାବ ଘରୋଇ ବଜାରରେ ଦେଖିବାକୁ ମିଳିନାହିଁ ।
Estrogen effects in the body can go up with exogenous intake from birth control pills, xenoestrogenic compounds or food from animals injected with hormones, reduced clearance from the liver due to congestion, and increased estrogen receptor site sensitivities buy priligy without a script
Greetings! Very helpful advice on this article! It is the little changes that make the biggest changes. Thanks a lot for sharing!
I am often to blogging and i really appreciate your content. The article has really peaks my interest. I am going to bookmark your site and keep checking for new information.
Once I originally commented I clicked the -Notify me when new feedback are added- checkbox and now every time a comment is added I get four emails with the identical comment. Is there any way you possibly can take away me from that service? Thanks!